This browser does not support the video element.
ବରଗଡ: ଅଗ୍ରଗାମୀ ଯୁବକ ସଂଘ ଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ
Bargarh, Bargarh (Baragarh) | Aug 22, 2025
ବରଗଡ଼ର ସ୍ଥାନୀୟ ଆଗ୍ରଗାମୀ ଯୁବକ ସଂଘ ଠାରେ ଅଲ ଓଡିଶା କେଉଁଟ, କୈବର୍ତ୍ତ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗଙ୍କ ନାଁରେ ଅଭିଯୋଗ ଆଣିଲେ କମିଟି | ସ୍ୱାସ୍ଥ୍ୟ ମନ୍ତ୍ରୀ କେଉଁଟ ହେଇଥିବା ବେଳେ ସେ ଦୁଇ ଦୁଇ ଟି ଜାତି ପ୍ରମାଣ ପତ୍ର ମିଥ୍ୟାରେ ତିଆରି କରି ସରକାରଙ୍କ ସୁବିଧା ପାଇଛନ୍ତି ବୋଲି ଅଭିଯୋଗ କରାଯାଇଛି |