This browser does not support the video element.
ମାଲକାନଗିରି: ଆସନ୍ତାକାଲି ପାଇଁ ବର୍ଷା ଓ ଘଡ଼ଘଡ଼ିକୁ ନେଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Malkangiri, Malkangiri | Aug 22, 2025
ଆସନ୍ତାକାଲି ପାଇଁ ବର୍ଷା ଘଡ଼ଘଡ଼ିକୁ ନେଇ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାରନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏନେଇ ଆଜି ଶୁକ୍ରବାର ଦିନ ୧ ଘଟିକା ୩୦ ମିନିଟ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ଶନିବାର ସକାଳ ୮ ଘଟିକା ୩୦ ମିନିଟ ପ୍ରଯନ୍ତ ଜିଲ୍ଲାକୁ ୟେଲୋ ୱାରନିଂ ଜାରି କରାଯିବା ସହିତ ବର୍ଷା ନିମନ୍ତେ ସତର୍କତା ଜାରି କରାଯାଇଛି। ଏହା ସହ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ବର୍ଷା ଘଡ଼ଘଡ଼ି ହେବା ନେଇ ଅନୁମାନ କରାଯାଇଛି।