Download Now Banner

This browser does not support the video element.

ଟିଟିଲାଗଡ: ବିଜେପି ଅଫିସ ଟିଟିଲାଗଡ଼ ଠାରେ ବିଧାୟକ ଙ୍କ ଉପସ୍ଥିତି ରେବିଜେଡି ଛାଡି ବିଜେପି ରେ ମିଶିଲେ ଟିଟିଲାଗଡ଼ ବ୍ଲକ ର ୪ ଟି ପଞ୍ଚାୟତର ଶତାଧିକ ଲୋକେ

Titlagarh, Balangir | Apr 26, 2025
ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ମହୁଲପଡା, ଅଦାବାହାଲ, ଶଗଡଘାଟ, ବାନ୍ଧୁପଲା ପଞ୍ଚାୟତ ର ଶତାଧିକ ବିଜୁ ଜନତା ଦଳ ର କାର୍ଯ୍ୟକର୍ତ୍ତା ମାନେ ନିଜ ଦଳ ଛାଡିଛନ୍ତି । ଏବଂ ମୋହନ ମାଝୀ ଙ୍କ କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ ରଖି ଆଜି ୩ ଟା ସମୟରେ ଟିଟିଲାଗଡ଼ ବିଜେପି ଅଫିସ ଠାରେ ବିଧାୟକ ନବିନ ଜୈନ ଙ୍କ ଉପସ୍ଥିତି ରେ ବିଜେପି ଦଳରେ ସାମିଲ ହୋଇଛନ୍ତି। ବିଧାୟକ ମଧ୍ୟ ଦଳୀୟ ଉତ୍ତରୀୟ ଦେଇ ସମସ୍ତଙ୍କୁ ସ୍ବାଗତ କରି ଧନ୍ୟବାଦ ଦେଇଥିଲେ।
Read More News
T & CPrivacy PolicyContact Us