Download Now Banner

This browser does not support the video element.

ବଲାଙ୍ଗୀର: କୁରୁଲରେ ଝୁଲନ୍ତା ବ୍ୟକ୍ତିଙ୍କ ମୃତ୍ୟୁ, ପାରିବାର ପକ୍ଷ ରୁ ଆଖିଦାନ ସଙ୍କଳ୍ପ

Balangir, Balangir | Aug 24, 2025
କୁରୁଲ ଗ୍ରାମରେ ପ୍ରକାଶ ମାଝୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ପରୀବାର ପକ୍ଷ ରୁ ନେତ୍ର ଦାନ ଗତ କାଲି ପୁଇଁତଲା ପୋଲିସ ଉଦ୍ଧାର କରିଥିଲା। ଏହି ଅଭାବନୀୟ ଘଟଣାରେ ଗାଁରେ ଶୋକର ଛାୟା ଛାଇଥିଲା। କିନ୍ତୁ ଦୁଃଖରେ ମଧ୍ୟ ମାନବତାର ଦୀପ ଜ୍ୱାଲିଛି – ମୃତକଙ୍କ ପାରିବାରିକ ଲୋକ ତାଙ୍କ ଆଖି ଦାନ କରିବାକୁ ସଙ୍କଳ୍ପ କରିଛନ୍ତି। ମୃତ୍ୟୁ ପରେ ମଧ୍ୟ ପ୍ରକାଶଙ୍କ ଆଖି ଅନ୍ୟମାନଙ୍କ ଅନ୍ଧକାର ଜୀବନରେ ଆଲୋକ ଆଣିବ। ଏହି ସାହସିକ ଓ ସେବାଭାବୀ ପଦକ୍ଷେପ ସମାଜ ପାଇଁ ନିଶ୍ଚୟ ଗୋଟିଏ ପ୍ରେରଣା।ବୋଲି କୁହା ଯାଇଛି
Read More News
T & CPrivacy PolicyContact Us