Download Now Banner

This browser does not support the video element.

ଲକ୍ଷ୍ମୀପୁର: ନାରାୟଣପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ସ୍ଵଚ୍ଛ ଭାରତ ଅଭିଯାନ ଗାଡ଼ିର ଶୁଭାରମ୍ଭ

Lakshmipur, Koraput | Aug 22, 2025
ଆଜି ସଂଧ୍ଯା ସମୟରେ ନାରାୟଣପାଟଣା ପଞ୍ଚାୟତ ସମିତି ଦ୍ବାରା ନୂତନ ସ୍ଵଚ୍ଛ ଭାରତ ଅଭିଯାନ ଗାଡ଼ିର ଶୁଭ ଉଦ୍ଘାଟନ କରାଯାଇଥିବା ନେଇ ସଂଧ୍ଯା ୭.୩୦ଟା ସମୟରେ ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ସୂଚନା ଦେଇଛନ୍ତି।ଲୋକଙ୍କୁ ସ୍ବଚ୍ଛତା ଉପରେ ସଚେତନ କରାଇବା ପାଇଁ ଗାଡିରେ ସଚେତନତା ବାର୍ତ୍ତା ପ୍ରଚାର କରିବା ସହ ସେଲ୍ଫି ପଏଣ୍ଟ କରାଯାଇଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କୁମାର ଦୋରା,କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ତୁଳ,ସରପଞ୍ଚ ରେବତୀ କୁନ୍ଦlରିଆ ଓ ଅନ୍ଯାନ୍ଯ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us