Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଜୁଷ୍ରୀ କଲ୍ୟାଣୀ ମଣ୍ଡପ ଠାରେ ଲେନିନ ପାଇକରାୟଙ୍କ ଦ୍ବାଦଶ ଦିବସ ଅବସରରେ ରକ୍ତଦାନ ଶିବିର

Khordha, Khordha | Sep 13, 2025
ଲେନିନ ପାଇକରାୟ ଙ୍କ ଦ୍ବାଦଶ ଦିବସ ଅବସରରେ ଅଞ୍ଜୁଷ୍ରୀ କଲ୍ୟାଣୀ ମଣ୍ଡପ ଠାରେ ବକ୍ସି ଜଗବନ୍ଧୁ କ୍ଲବ, ନାବିନାବାଗ ଆନୁକୂଲ୍ୟରେ ଗୁଡୁଲି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତି ଚାରଣ ସଭା ସହ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି।
Read More News
T & CPrivacy PolicyContact Us