Download Now Banner

This browser does not support the video element.

କେନ୍ଦ୍ରାପଡା: ଆସନ୍ତାକାଲି ସକାଳ ୮.୩୦ ଯାଏଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Kendrapara, Kendrapara | Aug 23, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ବା ରବିବାର ସାଢେ଼ ଆଠଟା ଯାଏ କେନ୍ଦ୍ରାପଡା ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ଏହି ସୂଚନା ଜାରି କରାଯାଇଛି ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି କେନ୍ଦ୍ରାପଡା ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ହେବା ସହ ୩୦-୪୦ କିମି ବେଗରେ ପବନ ବୋହିବା ନେଇ ସୂଚନା ଦିଆଯାଇଛି ।ଏନେଇ ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ।
Read More News
T & CPrivacy PolicyContact Us