Download Now Banner

This browser does not support the video element.

ନୂଆପଡା: ସନ୍ଧ୍ୟା ଭ୍ରମଣ ନେଇଗଲା ଜୀବନ ତରବୋଡ ନିକଟରେ ପିକାପ ଧକ୍କାରେ ଜଣେ ପଥଚାରୀ ମୃତ

Nuapada, Nuapada | Aug 26, 2025
ଆଜି ସନ୍ଧ୍ୟା ସାଢେ ସାତଟା ସମୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ତରବୋଡ ଗ୍ରାମରେ ଜଣେ ବ୍ୟକ୍ତି ସାନ୍ଧ୍ୟ ଭ୍ରମଣ କରୁଥିଲା ବେଳେ ତରବୋଡ ସହାଜାଟ ରାସ୍ତାରେ ଏକ ପିକାପ୍ ତାଙ୍କୁ ଧକା ଦେଇଥିଲା ।ସେଠାରୁ ତାଙ୍କୁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us