Download Now Banner

This browser does not support the video element.

କିସିଣ୍ଡା: କିସିଣ୍ଡା କଲେଜ ଅଧ୍ୟକ୍ଷାଙ୍କ ସ୍ଵାମୀ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ରାତିରେ ଉଠେଇ ନେବା ଧମକକୁ ନେଇ ଥାନାରେ ଅଭିଯୋଗ

Kisinda, Sambalpur | Oct 6, 2025
କିସିଣ୍ଡା କଲେଜ ଅଧ୍ୟକ୍ଷାଙ୍କ ସ୍ଵାମୀ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ରାତିରେ ଉଠେଇ ନେବା ଧମକକୁ ନେଇ ଥାନାରେ ଅଭିଯୋଗ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା କଲେଜ ଅଧ୍ୟକ୍ଷା ଙ୍କ ସ୍ଵାମୀ ପୂର୍ବତନ ଜିଲ୍ଲା ପରିଷଦ ବିପିନ ପ୍ରଧାନ ଙ୍କୁ ରାତିରେ ଉଠେଇ ନେବାର ଧମକ ପୂର୍ଣ୍ଣ ଚେତାବନୀ କୁ ନେଇ ସୋମବାର ସକାଳେ କିସିଣ୍ଡା ଥାନରେ ଅଭିଯୋଗ ହୋଇଛି ।‌ସେ ଜଣେ ବରିଷ୍ଠ ନାଗରିକ ଏବଂ ସମାଜ ସେବୀ ମଧ୍ୟ। ସ୍ଥାନୀୟ ବିଧାୟକଙ୍କୁ ଅଞ୍ଚଳର ସମସ୍ୟା ଜଣାଇବା ସହିତ କିସିଣ୍ଡା କଲେଜ ର ଆଦିବାସୀ ଛାତ୍ରାବାସରେ ଆଦିବାସୀ ଛାତ୍ର ନ ରହି କାହିଁକି ଅଧ୍ୟାପକ ଅଧ୍ୟାପିକା ମାନେ
Read More News
T & CPrivacy PolicyContact Us