Download Now Banner

This browser does not support the video element.

ଫୁଲବାଣୀ ସହର: ବାଲିଗୁଡା SDPOଙ୍କ କାଯ୍ୟଳୟ ଠାରେ ବାଲିଗୁଡା ସାରକିଲ ର କ୍ରାଇମ ବୈଠକ ଅନୁଷ୍ଠିତ

Phulabani Town, Kandhamal | Sep 5, 2025
ବାଲିଗୁଡା SDPOଙ୍କ କାଯ୍ୟଳୟ ଠାରେ ବାଲିଗୁଡା ସାରକିଲ ର କ୍ରାଇମ ବୈଠକ ଅନୁଷ୍ଠିତ, ବୈଠକ ରେ ବାଲିଗୁଡା SDPO,IPS ରମେନ୍ଦ୍ର ପ୍ରସାଦ ଙ୍କ ଉପସ୍ତିତି ରେ ଶୁକ୍ରବାର ଦିନ 11ଘଣ୍ଟିକା ରୁ ଆରମ୍ଭ କରି ଅପରାହ୍ନ 3ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା କାଯ୍ୟକ୍ରମ ରେ କୋଟଗଡ,ତୁମୁଡିବନ୍ଧ, ବେଲଘର, ବାଲିଗୁଡା, ବାରଖମା, ବୁଡାଗୁଡା,, ଦାରିଙ୍ଗବାଡି, କ. ନୁଆଗାଁ, ବ୍ରାହ୍ମୁଣି ଗାଁ ର ଥାନା ଏବଂ ଫାଣ୍ଡି ଅଧିକାରୀ ଯଗଦେଇଛନ୍ତି, ଆଜିର ମୁଖ୍ୟ ଉଦ୍ୟେଶ ରହିଥିଲା, ଯେ ସରକାର ଅପେସର ପ୍ରହାର କୁ ସଫଳ ରୁପାୟନ କରିବାକୁ SDPO ସମିକ୍ଷl କରିଛନ୍ତି
Read More News
T & CPrivacy PolicyContact Us