Install App
sushantpattnayak1983
This browser does not support the video element.
ଫୁଲବାଣୀ ସହର: ଆସନ୍ତା ୨ ଦିନ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
Phulabani Town, Kandhamal | Aug 24, 2025
ଆସନ୍ତା ୨୫ ଓ ୨୬ ତାରିଖରେ ଗଜପତି ଜିଲ୍ଲାରେ ଘଡଘଡି ବିଜୁଳି ସମ୍ଭାବନା ରହିଛି। ଏନେଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରବିବାର ଅପରାହ୍ନରେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି। ଏନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!