This browser does not support the video element.
ପୋଡିଆ: ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୬୬ ଗ୍ରାମର ଜଣେ ବ୍ୟକ୍ତିଙ୍କ ବେକରେ ରଶି ଲଗାଇ ଆତ୍ମ ହତ୍ୟା, ସାଇଣ୍ଟିଫିକ ଟିମ ତଦନ୍ତ l
Podia, Malkangiri | Sep 6, 2025
ଘର ଭିତରେ ବେକରେ ରଶି ଲଗାଇ 40ବର୍ଷୀୟ ବ୍ୟକ୍ତି ଙ୍କ ଆତ୍ମ ହତ୍ୟା ସାଇଣ୍ଟିଫିକ ଟିମ ତଦନ୍ତ ପରେ ଶବ ଉଦ୍ଧାର କେଲ ଘର ଭିତରେ ବେକରେ ରଶି ଲଗାଇ 40ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି, ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ପଡିଆ ଥାନା, ପଡିଆ ପଞ୍ଚାୟତ ଅନ୍ତର୍ଗତ ଏମପିଭି ୬୬ ଗ୍ରାମର ମିପେନ ମିସ୍ତ୍ରୀ ଙ୍କ ପୁତ୍ର ବାସୁଦେବ ମିସ୍ତ୍ରୀ (40)ମୃତ୍ୟୁ ର ଖବର ପାଇ ପଡିଆ ପୋଲିସ ପହଞ୍ଚି ଶବ ଜବଦ କରିଥିଲା ଏହାକୁ ସାଇଣ୍ଟିଫିକ ଟିମ ଦତନ୍ତ ପରେ ପୋଲିସ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।