Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ଥାନା ଏକ ଫେକ ଆଇଡି କୁ ନେଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା

Baliguda, Kandhamal | Aug 23, 2025
ବାଲିଗୁଡା ଥାନା ଏକ ଫେକ ଆଇଡି କୁ ନେଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା,ଏହି ଅଭିଯୋଗ କି ଥାନା ରେ ବାଲିଗୁଡା ଅଞ୍ଚଳର ମହିଳା ଶନିବାର ଦିନ କରିଥିବା ବେଳେ ଅଭିଯୋଗ ଅନୁସାରେ ଏକ ସାଧୁସନ୍ଥ ଙ୍କ ନାମରେ ଫେସବୁକ ରେ ଫେକ ଆଇଡି ତିଆରି କରି ବ୍ୟକ୍ତି ଗତ ଭାବରେ ଆଖେପ କରାଯାଇଛି ଯାହାକୁ ନେଇ ଥାନାରେ ଦେବା ଫରେ ଉକ୍ତ ଆଇଡି ନାମରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୁଚନା ମିଳିଛି
Read More News
T & CPrivacy PolicyContact Us