This browser does not support the video element.
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ପୋଲିସ ଦ୍ଵାରା 7 ଜଣ ଜୁଆଡିକୁ ଗିରଫ କରାଯାଇଛି ।
Bhanjanagar, Ganjam | Sep 26, 2025
ଗଂଜାମ ଜିଲ୍ଲା ଭଂଜନଗର ପୋଲିସ ଦ୍ଵାରା 7 ଜଣ ଜୁଆଡିକୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନଗଦ 45 ହଜାର 470 ଟଙ୍କା ଜବତ ହୋଇଥିବା ବେଳେ ସମସ୍ତ ଗିରଫ ଜୁଅ।ଡ୍ଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି । ତେବେ କେଉଁ ସ୍ତାନରୁ ଜୁଅ।ଡ୍ଡି ମାନଙ୍କୁ ଗିରଫ କରାଯାଇଛି ତାହା ପୋଲିସ ପକ୍ଷରୁ କୁହାଯାଇନଥିବା ବେଳେ ଏ ନେଇ ଅ।ଜି ଦିନ 10 ଘଣ୍ଟ ସମୟରେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।