This browser does not support the video element.
ନୂଆପଡା: ନୂଆପଡ଼ା ସଦର ମହକୁମା ହାଟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Nuapada, Nuapada | Jul 27, 2025
ଆଜି ଦିନ ବାରଟା ସମୟରେ ନୂଆପଡ଼ା ସଦର ମହକୁମା ହାଟ ରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।କାର୍ଯ୍ୟକ୍ରମ ର ନେତୃତ୍ୱ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାଏକ ନେଇଥିବାବେଳେ ନିୟନ୍ତ୍ରିତ ବଜାର କମିଟି ସଚିବ ଆର୍ଯ୍ୟ କୁମାର ମୁଦୁଲି ଜିଲ୍ଲା ପରିଷଦ ସ୍ବଚ୍ଛତା ବିଶେଷଜ୍ଞ ଅନିଲ କୁମାର ଲେଙ୍କା ସଦର ବିଜ୍ଞାପିତ ଅଂଚଳ ପରିଷଦ ସ୍ୱଚ୍ଛତା ବିଶେଷଜ୍ଞ ଅମିତ୍ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ