This browser does not support the video element.
ରେଢାଖୋଲ: ଭୀମଭୋଇ ଛକରେ ବିଭିନ୍ନ ଦାବି ନେଇ ରାସ୍ତା ରୋକ, ବନ୍ଦ ରହିଲା ଦୋକାନ ଓ ବଜାର
Rairakhol, Sambalpur | Aug 22, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକରେ ଶୁକ୍ରବାର ସକାଳେ ବିଭିନ୍ନ ଦାବି ନେଇ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ ଡାକରା ଦେଇ ଆନ୍ଦୋଳନ କରାଯାଇଛି । ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ , ହାତୀ କରିଡ଼ର ର ବାଇପାସ ରାସ୍ତା ଓ ଗାଁ ଗୁଡିକୁ ସଂଯୋଗ କରୁଥିବା ରାସ୍ତାର ମରାମତି , ପାଉଁସ ବୋଝେଇ ଟ୍ରକ ସବୁ ଗାଇଡ ଲାଇନ ଅନୁସାରେ ପରିବହନ କରିବା ଓ ଟୋଲ ଗେଟ୍ ରୁ ରେଢ଼ାଖୋଲ ସହର ବାସୀଙ୍କୁ ଦେୟମୁକ୍ତ କରିବା ଦାବି ନେଇ ସକାଳ ୬ ଠାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।