Download Now Banner

This browser does not support the video element.

ବୀରମିତ୍ରପୁର: ବେଡାଟୋଲି ଗ୍ରାମରେ ହରଡ ବିଲରୁ ଅଜଗର ସାପ ଉଦ୍ଧାର

Biramitrapur, Sundargarh | Aug 26, 2025
ନୂଆଗାଁ ବ୍ଲକର ବେଡାଟୋଲି ଗ୍ରାମରେ ହରଡ ବିଲରେ ଘାସ କାଟୁଥିବା ସମୟରେ ଗୋଟିଏ ସାପ ଦେଖିଥିଲେ। ସାପକୁ ଦେଖି ବୈଶାଖୁ ବଡାଇକ ଗୋଟିଟାଙ୍ଗାର ଗ୍ରାମର ଶ୍ୟାମ ସୁନ୍ଦର ସହୁଙ୍କୁ ଖବର ଦେଇଥିଲେ। ସନ୍ଧ୍ୟା ୬ଟା ସମୟରେ ଖବର ପାଇ ଶ୍ୟାମ ସୁନ୍ଦର ସାହୁ ଘଟଣା ସ୍ଥଳରେ ପହଂଚି ବିଭିନ୍ନ କୌଶଳ ଦ୍ୱାରା ଧରିଥିଲେ। ସାପଟି ଅଜଗର ଓ ଲମ୍ବ ପ୍ରାୟ ୮ଫୁଟ ଓଜନ ପ୍ରାୟ ପନ୍ଦର କେଜି ବୋଲି ସେ କହିଛନ୍ତି
Read More News
T & CPrivacy PolicyContact Us