Download Now Banner

This browser does not support the video element.

ଛତ୍ରପୁର: ସ୍ୱାୟତ୍ତ ଶାସନ ନାମରେ ବ୍ରହ୍ମପୁର ମହାନଗର ନିଗମରେ ଲୁଟ୍ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବୀ

Chhatrapur, Ganjam | Aug 31, 2025
ବ୍ରହ୍ମପୁର ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳନ ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଛି। ଏଭଳି ଅଭିଯୋଗ କରିଛନ୍ତି ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା। ସାଧାରଣ ଲୋକଙ୍କ ଟିକସ ହରିଲୁଟ୍ ହେଉଥିବା ଅଭିଯୋଗ କରି ରବିବାର ପୂର୍ବାହ୍ନରେ ବ୍ରହ୍ମପୁର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ତଥା ରାଜ୍ଯ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା।
Read More News
T & CPrivacy PolicyContact Us