This browser does not support the video element.
ଜୁଜୁମୁରା: ବଡ଼ସାହିର ଗ୍ରାମର ବଙ୍ଗଳା ପଡ଼ାରେ ପାଣି ଘେରରେ ୪ ପରିବାର
Jujomura, Sambalpur | Sep 7, 2025
ବଡ଼ସାହିର ଗ୍ରାମର ବଙ୍ଗଳା ପଡ଼ାରେ ପାଣି ଘେରରେ ୪ ପରିବାର ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଘେନୁପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ସାହିର ଗ୍ରାମର ବଙ୍ଗଳା ପଡାରେ ଲଗାଣ ବର୍ଷା କାରଣରୁ ଆଜକୁ ୫ ଦିନ ହେବ ୪ ଟି ପରିବାର ପାଣି ଘେରରେ ରହିଛନ୍ତି । ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନର ସୁବିଧା ନଥିବାରୁ ଘର ର ଚତୁପାର୍ଶ୍ବ ରେ ପାଣି ଜମିରହୁଛି ।ଫଳରେ ଘର ଭିତରେ ପାଣି ଜରକି ଓଦା ହୋଇ ରହିଛି । ମାଟିରେ ତିଆରି ଚୁଲି ପାରୁନାହିଁ । ଯାଫଳରେ ଲୋକେ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଦେଖିବାକୁ ମିଳିଛି ।