Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍ ଚଳାଚଳ କରିବା ପାଇଁ ବିଡ଼ିଓ ଙ୍କୁ ଦାବୀ ପତ୍ର

Phulabani Town, Kandhamal | Sep 11, 2025
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍ ଚଳାଚଳ କରିବାକୁ ଉକ୍ତ ଅଞ୍ଚଳର ଲୋକପ୍ରତିନିଧୂ, ଏସ୍ଏଚ୍‌ଜି ଗ୍ରୁପର ମହିଳାମାନେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଦାବି କରିଛନ୍ତି।ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ ସିର୍କାବର୍ଗ ପଞ୍ଚାୟତ କରୁଛି ତେବେ ବସ୍‌ଟି ପର୍ଯ୍ୟନ୍ତ ଗୋଟିଏ ଲକ୍ଷ୍ମୀବସ୍ ଚଳାଚଳ କରୁ ସିର୍କାବର୍ଗ ଯାଇ ଫେରିବା ବେଳେ ଯାତ୍ରୀ ସଂଖ୍ୟା ଅଧୂକ ରହୁଛନ୍ତି। ଫଳରେ ବସ୍‌ରେ ଦନେକ ନେକବାଡ଼ିରୁ ଯାତ୍ରୀଙ୍କୁ ସ୍ଥାନ ମିଳୁନାହିଁ ବୋଲି ଦାବୀ ପତ୍ର ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us