Download Now Banner

This browser does not support the video element.

ଜଗତସିଂହପୁର: ଜମିପଟ୍ଟା ପ୍ରଦାନ ଦାବିରେ ନାଉଗାଁ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

Jagatsinghapur, Jagatsinghpur | Aug 25, 2025
ଆଜି ନାଉଗାଁ ତହସିଲ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ପ୍ରାୟ ୩୦ ଜଣରୁ ଉର୍ଦ୍ଧ୍ବ ଭୂମି ହୀନ ପରିବାରକୁ ଜମି ପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କୁ ସ୍ମାରକ ପତ୍ର ଓ ଆବେଦନ ପତ୍ର ପ୍ରଦାନ କରାଯାଇଛି। ଏକ ଜନ ମଙ୍ଗଳ କାରୀ ତଥା ବିଶ୍ଵର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ରେ ନିଜର ଭୂମି ନଥିବା ଅଧିବାସୀ ରହିବା ଏକ ଦୁଃଖଦ ବିଷୟ। ସରକାର ପରେ ସରକାର ପରିବର୍ତ୍ତନ ସତ୍ତ୍ୱେ ଦେଶର ମଣିଷ ସର୍ଵ ନିମ୍ନ ଆବଶ୍ୟକତା ନପାଇବା ଏକ ବିଡ଼ମ୍ବନାର ବିଷୟ।ଭୂମି ହୀନ ସ୍ଵାର୍ଥ ସୁରକ୍ଷା ସଂଗ୍ରାମ କମିଟି,
Read More News
T & CPrivacy PolicyContact Us