This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଇଜେଭି ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସ ଧୁମାଧାମରେ ପାଳିତ
Jharsuguda, Jharsuguda | Sep 5, 2025
ଝାରସୁଗୁଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ସଂଧ୍ୟା ପାଞ୍ଚଟା ସମୟରେ ଇଜେଭି ଫାଉଣ୍ଡେସନ ପକ୍ଷରୁ ଗୁରୁ ଦିବସ ଧୁମାଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଲାଭ କରିଥିବା ଲଖନପୁର, ଲଇକେରା, ଝାରସୁଗୁଡା ଆଦି ବ୍ଲକରୁ ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଫେସର ସୁରେଶ ପଟେଲ, ରବୀନ୍ଦ୍ର କୁମାର ଦେବତା, ନାରାୟଣ ବାଗ, ଓ ଗିରିଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉଦବୋଧନ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସର ଜେସଡବ୍ଲୁ ର ବିଶାଳ ରାଜ ଓ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ର ଗୁରଫାନ ଖାନ ବିଶେଷ ଅତିଥି