Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁରରେ ଡାକ୍ତରଖାନା ଗଲା ବେଳେ ଅଧା ବାଟରେ ଚାଲିଗଲା ୨ବର୍ଷିୟା ଶିଶୁର ଜୀବନ,ଦୁଃଖ ରେ ଭାଙ୍ଗି ପଡିଲା ମାଆ

Lakshmipur, Koraput | Sep 26, 2025
ଡାକ୍ତରଖାନା ଚିକିତ୍ସା ପାଇଁ ନେଉଥିବା ବେଳେ ଅଧା ବାଟରେ ଚାଲିଗଲା ୨ ବର୍ଷିୟା ଶିଶୁ କନ୍ୟା ର ଜୀବନ। ଅଧା ରାସ୍ତାରେ ହତାଶ ହୋଇ ଗଲେ ମାଁ। ମୃତ ଶିଶୁ କନ୍ୟା ର ଶବ କୁ କେମିତି ପ୍ରକାରେ ଘରେ ନେବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ ମୃତ ଶିଶୁ ର ମାଁ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ ସାପ୍ତାହିକ ହାଟରେ।
Read More News
T & CPrivacy PolicyContact Us