Download Now Banner

This browser does not support the video element.

କୋଟପାଡ: ବୈପାରୀଗୁଡା ଠାରେ ବର୍ଷା ଜଳ ନିଷ୍କାସନରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଫଳ l #jansamasya

Kotpad, Koraput | Sep 7, 2025
ବର୍ଷା ଜଳ ନିଷ୍କାସନରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଫଳ l ଏନେଇ ରବିବାର ଅପରାହ୍ନ ଚାରିଟା ସମୟରେ ଗଣ ମାଧ୍ୟମ ଜରିଆରେ ପ୍ରଶାସକୁ ଗୁହାରୀ କରିଛନ୍ତି ଗାଁ ଲୋକେ l ଅସରାଇ ବର୍ଷାରେ ଗ୍ରାମ ଦାଣ୍ଡରେ ଜମୁଛି ଅଣ୍ଟାଏ ପାଣି l ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । 326 ନମ୍ବର ଜାତୀୟ ରାଜ ପଥ ବୈପାରୀଗୁଡା ଠାରେ ଦେଖିବାକୁ ମିଳିଛି l ସଦର ମହକୁମା ସ୍ଥିତ ବିରୋଖମ୍ବ ପୋଲ ଏବଂ ଥାନା ନିକଟରେ ଥିବା କୋଲଭର୍ଟ ଠାରେ ଏବଂ ଟାଙ୍ଗିଣୀଗୁଡା ମୁଖ୍ୟ ଛକରେ ଏଭଳି ବର୍ଷା ପାଣି ଜମି ରହୁଛି l ଜଳ ନିଷ୍କାସନ ପାଇଁ ଗଣ ମାଧ୍ୟମ ଜରିଆରେ ପ୍ରଶାସନ କୁ ନିବେଦନ କରିଛନ୍ତି ଗ୍ରାମବାସୀ l
Read More News
T & CPrivacy PolicyContact Us