Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୭ ପ୍ରଗତି ଉତ୍କଳ ସଂଘର ମଧୁମଣ୍ଡପ ଠାରେ ପ୍ରୟତ ପ୍ରଜ୍ଞପୁରୁଷ ଦେବେନ୍ଦ୍ର କୁମାର ଦାସଙ୍କ ଦ୍ଵିତୀୟ ସ୍ମାରକ ବକୃତମାଳା ଅନୁଷ୍ଠିତ hoi

Raurkela M, Sundargarh | Aug 25, 2025
ଅଗଷ୍ଟ ୨୫ତାରିଖ ସନ୍ଧ୍ୟା ୬ଟା ୩୦ମିନିଟରୁ ରାତି ପ୍ରାୟ ୮ta୩୦ ମିନିଟ ପର୍ଯ୍ୟନ୍ତ ପ୍ରଗତି ଉତ୍କଳ ସଂଘର ମଧୁମଣ୍ଡପ ଠାରେ ଦେବେନ୍ଦ୍ର ସ୍ମୃତି କମିଟି ଆବାହକତ୍ୱରେ ଓ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ଼.ପ୍ରଶାନ୍ତ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଓ ଅନ୍ୟତମ ବକ୍ତା ଭାବେ ଉପସଭାପତି ଡ଼.ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ବକ୍ତବ୍ୟରେ ଉପନିବେଶ ଉତ୍ତର ଉପନିବେଶବାଦୀ ଓଡ଼ିଆ ସାହିତ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ,ତଥା ଦେବେନ୍ଦ୍ର କୁମାର ଦାସଙ୍କ ପୁସ୍ତକ "ଉନବଂସ ଶତାବ୍ଦୀର ଓଡି,
Read More News
T & CPrivacy PolicyContact Us