Download Now Banner

This browser does not support the video element.

ସତ୍ୟବାଦୀ: ଅଲଗୁମ ପଂଚାୟତର ଅଧିଷ୍ଠାତା ଦେବୀ ଜାଗୁଳାଇଙ୍କ କାଠି ଯାତ୍ରା ଅନୁଷ୍ଠିତ,ଯୋଗଦେଲେ ସ୍ଥାନୀୟ ବିଧାୟକ

Satyabadi, Puri | Sep 10, 2025
ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଲଗୁମ ପଂଚାୟତର ଅଧିଷ୍ଠାତା ଦେବୀ ଜାଗୁଳାଇଙ୍କ ପ୍ରସିଦ୍ଧ କାଠି ଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ଆଜି ଅପରାହ୍ନ ଚାରିଟାରେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଘଟଣା ସ୍ଥଳରେ ପହଁଚି ମାଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରି ଅଞ୍ଚଳ ବାସିଙ୍କ ମଙ୍ଗଳ କାମନା କରିଥଲେ।
Read More News
T & CPrivacy PolicyContact Us