This browser does not support the video element.
ଭଟଲି: କୁଶନପୁରୀ ସ୍ଥିତ ପ୍ରସିଦ୍ଧ ଜ୍ୟୋତିମନ୍ଦିରରେ ଏକାଦଶୀ
ପାଳନ, ଭାଗବତ ଓ ରାମାୟଣ ପାରାୟଣ ଉଦଯାପିତ,
Bhatli, Bargarh (Baragarh) | Sep 3, 2025
କୁଶନପୁରୀ ସ୍ଥିତ ପ୍ରସିଦ୍ଧ ଜ୍ୟୋତିମନ୍ଦିରରେ ଏକାଦଶୀ ପାଳନ, ଭାଗବତ ଓ ରାମାୟଣ ପାରାୟଣ ଉଦଯାପିତ, ଭଟଲି ବ୍ଳକ କୁଶନପୁରୀସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ୟାମବିହାରୀମନ୍ଦିରର ପ୍ରତିଷ୍ଠାତା ଵ୍ରହ୍ମଲୀନ ମାଧୋ ବାବା ଙ୍କ ଜନ୍ମସ୍ଥାନ ତଥା ପ୍ରଥମ ଜ୍ୟୋତିମନ୍ଦିରରେ ଆଜିବୁଧବାର ଦିନ ୪ଟାରେ ମହା ସମାରୋହରେ ପାଳିତହୋଇ ଏକାଦଶୀପାଳନ କରାଯାଇଥିବାବେଳେ ଭାଗବତ ଓ ରାମାୟଣ ପାରାୟଣ ଉଦଯାପିତ ହୋଇ ଯାଇଛି।ଏହିଅବସରରେ ପ୍ରଥମେ ସେଠାରେ ପୂଜା ପାଉଥିବା ମାଧୋବାବା ଙ୍କ ପ୍ରତିମୂର୍ତ୍ତି, ହନୁମାନ, ରାମ, ଲକ୍ଷ୍ମଣ, ମାତା ସୀତା ଏବଂ ଶ୍ରୀକୃଷ୍ଣ ମହାପ୍ରଭୁ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।