This browser does not support the video element.
ବଲାଙ୍ଗୀର: ଦେଓଗାଁ ରେଲୱେ ଟ୍ରାକ୍ ରେ ଉଦ୍ଧାର ଅଜଣା ଗୁଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣା ମିଳିଲା ପରିଚୟ
Balangir, Balangir | Aug 26, 2025
ଗତ କାଲି ଦେଓଗାଁ ରେଲୱେ ଟ୍ରାକ୍ ନିକଟରେ ଜଣେ ଅଜଣା ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବା ପାଇଁ ସ୍ଥାନୀୟ ଲୋକେ ଦେଖି ଥିଲେ ଓ ରେଳୱେ ପୋଲିସ କୁ ସୁଚନା ଦେଇ ଥିଲେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେହି ଯୁବକ ଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇ ପୋଲିସ ସ୍ଥଳରୁ ସବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିଲେ ଛନ୍ତି । ଘଟଣାସମ୍ପର୍କୀୟ ତଦନ୍ତ ଜାରି ରଖି ଥିଲା ପୋଲିସ। ମୃତକଙ୍କ ପରିଚୟ ମିଳିପାରି n ଥିବା ବେଳେ ଆଜି ମିଳିଛି ପରିଚୟ ମୃତକ ଜଣ କ ହେଲେ ଦେଓଗାଁ ଅନ୍ତର୍ଗତ ପାଣ୍ଡେ ପାଲି ଗ୍ରାମର