Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଜି ଉଦୟଗିରି: ନାବାଳିକାକୁ ଅପହରଣ ଅଭିଯୋଗରେ ଜି. ଉଦୟଗିରି ଥାନାରେ ଏକ ମାମଲା ରୁଜୁ, ଅଭିଯୁକ୍ତ ଗିରଫ
Phulabani Town, Kandhamal | Aug 24, 2025
ନାବାଳିକା କୁ ଅପହରଣ ଅଭିଯୋଗ ରେ ଜି ଉଦୟଗିରି ଥାନା ରେ ଏକ ମାମଲା ରୁଜୁ ହୋଇଅଛି. ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଥାନାରେ 172/2025 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗିରଫ ହୋଇଥିବାର ଜି ଉଦୟଗିରି ଥାନା ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!