Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପ ଥାନା ଛକରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ଦ୍ୱାରା ପ୍ରେସମିଡ଼ିଆ ଗ୍ୟାଲେରୀ ଉଦଘାଟିତ

Jagatsinghapur, Jagatsinghpur | Aug 31, 2025
ସ୍ୱାୟତ୍ତଶାସନ ଦିବସ ଅବସରରେ ପାରାଦୀପ ଥାନାଛକରେ ପ୍ରେସ ମିଡିଆ ଗ୍ୟାଲେରୀ ଉଦଘାଟନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ । ଆଜି ଦିନ ୪ ଟା ସମୟରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ପ୍ରେସ ମିଡିଆ ଗ୍ୟାଲେରୀକୁ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us