This browser does not support the video element.
ଛତ୍ରପୁର: ଛତ୍ରପୁର ଏନଏସିକୁ ମୁନିସିପାଲିଟି ଘୋଷଣା କଲେ ସରକାର, ସରକାରଙ୍କୁ ଧନ୍ଯବାଦ୍ ଜଣାଇଲେ ଅଞ୍ଚଳବାସୀ
Chhatrapur, Ganjam | Aug 31, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ଆଜି ସଫଳ ହୋଇଛି। ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି କୁ ରବିବାର ମଧ୍ୟାହ୍ନରେ ସରକାର ମୁନିସିପାଲଟି ଭାବେ ଘୋଷଣା କରିଛନ୍ତି। ଏଥିପାଇଁ ଆଜି ଛତ୍ରପୁର ବାସି ବହୁତ ଖୁସି ଥିବା ଦେଖିବାକୁ ମିଳିଛି। ଗତ ସରକାର ଏହାକୁ ଯଦିଓ ମୁନିସିପାଲିଟି ଘୋଷଣା କରିଥିଲେ, ଏହା ଆଜି ପର୍ଯ୍ୟନ୍ତ କେବଳ ଘୋଷଣା ରେ ହିଁ ସୀମିତ ହୋଇ ରହିଥିଲା। ଆଜି ଏହାକୁ ସରକାର ମୁନିସିପାଲିଟି ଭାବେ ଘୋଷଣା କରିଛନ୍ତି।