Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ଠାରେ ଟ୍ରିଟାପାଙ୍ଗା CRP, ମବକ,KM,PMଙ୍କ ପାରିଶ୍ରମିକ ଟଙ୍କା ମିଳିନଥିବା ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Phulabani Town, Kandhamal | Sep 9, 2025
ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ଟ୍ରିଟାପାଙ୍ଗା CRP, ମବକ, KM,PMଙ୍କ ପାରିଶ୍ରମିକ ଟଙ୍କା ମିଳିନଥିବା ନେଇ ଜିଲ୍ଲାପାଳ ଙ୍କ ଉଦ୍ୟେଶ ୟେ ADMO ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି, ଏହି ଅଭିଯୋଗ ପତ୍ର ଟି ମଙ୍ଗଳବାର ଦିନ 2ଘଣ୍ଟିକା ସମୟରେ ସଂଙ୍ଘର ସଭାନେତ୍ରୀ, ଏବଂ ସମ୍ପାଦିକା ପ୍ରଦାନ କରିଛନ୍ତି, ବାରମ୍ବାର ପାରିଶ୍ରମିକ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ପଯ୍ୟନ୍ତ ଦେଇଛନ୍ତି କିନ୍ତୁ କେହି କର୍ଣପାତ କରୁ ନାହାନ୍ତି, ଯାହାକୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି
Read More News
T & CPrivacy PolicyContact Us