Download Now Banner

This browser does not support the video element.

ବୀରମହାରାଜପୁର: କାଦୋଦର ଗ୍ରାମରେ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ସମ୍ପର୍କରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ, ଯୋଗଦେଲେ ଅତିରିକ୍ତ ତହସିଲଦାର

Biramaharajpur, Subarnapur (Sonepur) | Aug 21, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ଗ୍ରାମରେ ଆଜି ଅପରାହ୍ନ 2ଟା 30ମିନିଟ ପର୍ଯ୍ୟନ୍ତ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ନିମିତ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ,ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଏବଂ ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ସୋମନାଥ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର୍ଷା ଋତୁରେ ଦେଖା ଯାଉଥିବା ବିଷଧର ସାପ ଓ ସର୍ପା ଘାଟ ଉପରେ ଆଲୋଚନା କରିବା ଶହ ସାପ କାମୁଡ଼ିଲେ ତାର ପ୍ରାଥମିକ ଚିକିତ୍ସା ଓ ଗୁଣିଆ ବଦଳରେ ଡାକ୍ତରଙ୍କ ଦ୍
Read More News
T & CPrivacy PolicyContact Us