Download Now Banner

This browser does not support the video element.

ରେଢାଖୋଲ: ବଡ଼ମାଳ ଗ୍ରାମରୁ ୫ କେଜି ବାରହା ମାଂସ , କଟା ମୁଣ୍ଡ , ଗୋଡ ସହ ଶିକାରୀ ଗିରଫ

Rairakhol, Sambalpur | Sep 13, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ବୁର୍ଡା ସେକ୍ସନ ଅନ୍ତର୍ଗତ ବଡ଼ମାଳ ଗ୍ରାମରେ ଶନିବାର ସକାଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ଶିକାରୀ ଙ୍କ ଘର ୫ କେଜି ବାରହା ମାଂସ ଜବତ କରିବା ସହ ଶିକରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଢ଼ାଖୋଲ ବନ ବିଭାଗ । ଗିରଫ ଶିକାରୀ ଜଣକ ହେଲେ ବଡ଼ମାଳ ଗ୍ରାମର ଜୟଦେବ ଶବର ‌। ସୂଚନାଯୋଗ୍ୟ ଜୟଦେବ ଶବର ବାରହା ଶିକାର କରି ମାଂସ ବିକ୍ରୀ କରୁଥିଲା ।
Read More News
T & CPrivacy PolicyContact Us