Download Now Banner

This browser does not support the video element.

ତେଲକୋଇ: ବୁଢା ଆମ୍ବ ଗାଁରେ ପୁଲୁଆ ହାତୀଙ୍କ ଉତ୍ପାତ

Telkoi, Kendujhar | Sep 6, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବୁଢା ଆମ୍ବ ଗାଁରେ ହାତୀ ଉତ୍ପାତ , ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ I ବନବିଭାଗ କଡ଼ା ନଜର ରଖିଛି । ଆଜି ରାତ୍ରୀ ୧୧ଟା ସମୟର ସୂଚନା l ଅଞ୍ଚଳରେ ଭୟର ବାତାବରଣ ।
Read More News
T & CPrivacy PolicyContact Us