Download Now Banner

This browser does not support the video element.

ଖଲ୍ଲିକୋଟ୍: କଦଳୀବସନ୍ତ ଠାରୁ ପିଟଣାପଲ୍ଲୀ ଭାୟା ତୁଳସୀପୁର ହରିପୁରରୁ ପିହାଣିଆ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

Khalikote, Ganjam | Aug 22, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଦଳୀବସନ୍ତ ଠାରୁ ପିଟଣାପଲ୍ଲୀ ଭାୟା ତୁଳସୀପୁର ହରିପୁର ଠାରୁ ପିହାଣିଆ ରାସ୍ତାର ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ । ଆଜି ଅପରାହ୍ନ ୨ ଟା ସମୟରେ ବିଧାୟକ ଶ୍ରୀ ସେଠୀ କଦଳୀବସନ୍ତ ଗ୍ରାମ ଠାରେ ପହଞ୍ଚି କଦଳୀବସନ୍ତ ଠାରୁ ପିଟଣାପଲ୍ଲୀ ଭାୟା ତୁଳସୀପୁର ହରିପୁର ଠାରୁ ପିହାଣିଆ ରାସ୍ତାର ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
Read More News
T & CPrivacy PolicyContact Us