Download Now Banner

This browser does not support the video element.

ସୋନପୁର: ଖଣ୍ଡହତା ପାଖରୁ ୨୦ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ, ଅବକାରୀ ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Aug 26, 2025
ଖଣ୍ଡହତା ପାଖରୁ ୨୦ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦିନ ୧ଟା ରେ ବିରମହାରାଜପୁ ଅବକାରୀ ବିଭାଗ ଚଢ଼ାଉ କରି ଘଟଣା ସ୍ଥଳରୁ ୨୦ ଲିଟର ଦେଶୀ ମଦକୁ ଯବତ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us