Download Now Banner

This browser does not support the video element.

ରେଙ୍ଗାଲି: ଚାଉଁରପୁର ବ୍ରିଜ ଉପରେ ଦୁର୍ଘଟଣା

Rengali, Sambalpur | Oct 10, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଚାଉଁରପୁର ବ୍ରଜ ଉପରେ ଏକ କାର ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି l ସୂଚନା ଅନୁସାରେ ଆଜି ସନ୍ଧ୍ୟା 5 ଟା 15 ମିନିଟ ସମୟରେ ଚାଉଁରପୁର ବ୍ରଜ ଉପରେ ଏକ ବାଇକ କୁ ଏକ କାର ଧକ୍କା ଦେଇଥିଲା l ଯାହାଫଳରେ ବାଇକ ଆରୋହୀଙ୍କ ଗୋଡ଼ ଭାଙ୍ଗି ଯାଇଥିଲା l ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବାଇକ ଆରୋହୀ ଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇବା ସହ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି l
Read More News
T & CPrivacy PolicyContact Us