This browser does not support the video element.
କେନ୍ଦ୍ରାପଡା: କୁଦାନଗରୀ ଥାନା ଅନ୍ତର୍ଗତ ଫକିରାବର ନାଳରେ ଏକ ଘରୋଇ ସ୍କୁଲ ଅଟୋ ଖସିପଡିଥିବା ସୂଚନା
Kendrapara, Kendrapara | Aug 21, 2025
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଫକିରାଵର ନାଳରେ ଏକ ଘରୋଇ ସ୍କୁଲ ଅଟୋ ଖସିପଡ଼ିଥିବା ଦୁର୍ଘଟଣା ସୂଚନା ମିଳିଛି ।ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ସମୟରେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଉତ୍କଣ୍ଠା ସୃଷ୍ଟି ହୋଇଛି ।ଘଟଣା ପରେ ସ୍ଥାନୀୟ ଲୋକମାନେ ଦୌଡ଼ିଆସି ଉଦ୍ଧାର କାମ ଆରମ୍ଭ କରିଛନ୍ତି ,ଅଟୋ ଚାଳକଙ୍କ ଅସାବଧାନତା କିମ୍ବା ସଡ଼କରେ ସ୍ଲିପ୍ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଯାହା ସୂଚନାଯୋଗ୍ୟ