This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ମଜଦୁର ସଭା,ହିନ୍ଦ ମଜଦୁର ସଭା ସେକ୍ଟର ୬ ସ୍ଥିତ କାର୍ଯ୍ୟଳୟରେ ରାଜକିଶୋର ସାମନ୍ତରାୟଙ୍କର ପୁର୍ନତିଥି ଓ ଶ୍ରଦ୍ଧାଞ୍ଜଳି ସଭା
Raurkela M, Sundargarh | Sep 6, 2025
ସେପ୍ଟେମ୍ବର ୫ ତାରିଖ ପ୍ରାୟ ୭ଟା ୫୦ମିନିଟ ସମୟରେ ରାଉରକେଲା ମଜଦୁର ସଭାର ସେକ୍ଟର ୬ସ୍ଥିତ ନିଜସ୍ୱ କାର୍ଯ୍ୟାଳୟଠାରେ ଦିବଂଗତ ମହାନ ସମାଜବାଦୀ ଶ୍ରମିକନେତା ରାଜକିଶୋର ସାମନ୍ତରାୟଙ୍କ ତୈଳ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ବଳନ କରି ସମସ୍ତ ସଭ୍ୟ ନିଜର ଭାବପୁର୍ଣ୍ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କଲେ, ରାଉରକେଲା ମଜଦୁର ସଭାର ସଭାପତି ଶସଧର ନାୟକଙ୍କର ଅଧ୍ୟକ୍ଷତାରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା,ଏଥିରେ NSPCL ଏମପଲୋଇଜ ୟୁନିଅନର ସଭାପତି ହରେକୃଷ୍ଣ ପାଢ଼ି ଏବଂ ଉପସାଧାରଣ ସମ୍ପାଦକ ଖଗେନ୍ଦ୍ର ବେହେରା ଉପସ୍ଥିତ ରହିବା ସହ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କଳାକାର ସାହୁ,sid