Download Now Banner

This browser does not support the video element.

ରାଇଘର: ବାଇକ୍ ରେ ବୁହା ହେଲା ଶବ ସରକାରୀ ଯୋଜନା ଅପହଞ୍ଚ

Raighar, Nabarangpur | Sep 24, 2025
ମୃତ୍ୟୁ ପରେ ମଣିଷ ଶବ କୁ ସାଧାରଣତଃ କୋକେଇ ରେ ବୁହା ହୁଏ କିମ୍ବା ଦୂର ବାଟ ହୋଇଥିଲେ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନକୁ ଶବ ବାହକ ଗାଡ଼ି ଦ୍ଵାରା ନିଆଯାଇଥାଏ । କିନ୍ତୁ ନବରଙ୍ଗପୁର ଜିଲ୍ଲା କୁଣ୍ଡେଇ ଥାନା ଅଞ୍ଚଳ ରେ ଦେଖାଦେଇଛି ଚକିତ କରିବା ଭଳି ଏକ ଦୃଶ୍ୟ । ଜଣେ ବୃଦ୍ଧା ଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ବର୍ଷାରେ ଭିଜେଇ ଭିଜେଇ ମଟରସାଇକେଲ ରେ ନିଆଯାଉଛି । ରାଇଘର ବ୍ଲକ କୁନ୍ଦେଇ ପଂଚାୟତ ର ସମ୍ବଲପୁର ଗ୍ରାମର ୭୦ ବର୍ଷୀୟା ଭାନୁବାଇ ରାଉତ ନିଜ ଝିଅ ଘର ତାରାଙ୍ଗପୁରୀ ଗ୍ରାମକୁ ବୁଲିବାକୁ ଯାଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
Read More News
T & CPrivacy PolicyContact Us