This browser does not support the video element.
ପୁରୀ ମ୍ୟୁନିସିପାଲଟି: ଉପ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ବିଜୟଙ୍କ ମର ଶରୀରକୁ ଜନ୍ମ ସ୍ଥାନକୁ ପଠାଗଲା ସୂଚନା ଦେଲେ ଜିଲ୍ଲା ସୂଚନା ଅଧିକାରୀ ବିଭାଗ l
Puri M, Puri | Aug 28, 2025
ଆଜି ସକାଳ ୧୧ ଘଟିକା ସମୟରେ କେରଳକୁ କାର୍ଯ୍ୟ କରିବାକୁ ଯାଇଥିବା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଡ଼ମାଛ୍ଛପୁର ଗ୍ରାମର ପ୍ରବାସୀ ଓଡ଼ିଆ ଶ୍ରମିକ ସ୍ବର୍ଗତ ବିଜୟ ନାୟକଙ୍କର ମରଶରୀର ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ଥିଲା।ବିମାନ ବନ୍ଦର ରେ ଉପସ୍ଥିତ ରହି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟ ଙ୍କୁ ସମବେଦନା ଜଣାଇଥିଲେ।ସ୍ବର୍ଗତ ନାୟକ ଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ କେରଳରୁ ଆଣିବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଦ୍ୟମ କରିଥିଲେ।