This browser does not support the video element.
ମାଲକାନଗିରି: ଗୌରୀଗୁଡା ଗ୍ରାମରୁ ୱାରେଣ୍ଟ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କଲା ଓରକେଲ ପୋଲିସ
Malkangiri, Malkangiri | Sep 29, 2025
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ୨ ଅଭିଯୁକ୍ତ ଙ୍କୁ ପୁନଃ ଗିରଫ କଲା ଓରକେଲ ପୋଲିସ। ଏନେଇ ସନ୍ଧ୍ୟା ୮.୩୦ ସମୟରେ ସୂଚନା ଦେଲେ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ। ତେବେ ୨୦୧୮ ମସିହାରେ ମାଥିଲି ଅଞ୍ଚଳରେ ଏକ ବାଇକ ଚୋରି ଅଭିଯୋଗରେ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ୨ ଅଭିଯୁକ୍ତ କିଛିଦିନର ଜେଲ ସଜା କାଟି ଜାମିନ ରେ ବାହାରକୁ ଆସିଥିବା ବେଳେ କୋର୍ଟ ନିର୍ଦ୍ଦେଶ କୁ ଅବମାନନା କରି ଧାର୍ଯ୍ୟ ତାରିଖରେ କୋର୍ଟ ରେ ଉପସ୍ଥିତ ହେଇନଥିଲେ। ତେଣୁ ଉକ୍ତ ଅଭିଯୋଗରେ ୨ ଅଭିଯୁକ୍ତ ଦୀର୍ଘ ବର୍ଷ ଫେରାର ରହ