This browser does not support the video element.
ଝାରସୁଗୁଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ପକ୍ଷରୁ ପ୍ରାଧିକରଣ ସମ୍ମିଳନୀ କକ୍ଷରେ ପାରା ଲିଗାଲ ସ୍ବେଚ୍ଛାସେବୀ ମାନଙ୍କ ପ୍ରଶିକ୍ଷଣ ଶିବିର
Jharsuguda, Jharsuguda | Sep 7, 2025
ଆଜି ରବିବାର ଦିନ ସକାଳ ଏଗାରଟା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲା ଏବଂ ଦୌରାଜଜ୍ ତଥା ପ୍ରାଧିକରଣ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ନୂତନ ଭାବେ ଚୟନ ହୋଇଥିବା ପାରା ଲିଗାଲ ସ୍ବେଚ୍ଛାସେବୀ ମାନଙ୍କ ର ଏକ ଦିଗ ନିର୍ଦ୍ଦେଶ ପ୍ରଶିକ୍ଷଣ ଶିବିର ପ୍ରାଧିକରଣର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସମେତ, ପରିବାର ଅଦାଲତ ର ବିଚାରପତି ଲୋକନାଥ ସାହୁ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତି ରଞ୍ଜନ ମହପାତ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନ