Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଦେଶୁଆଁ ପୋଖରୀ, ଚଷାଖଣ୍ଡ ଠାରେ ଶହୀଦ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ସ୍ମୃତି ଦିବସ ଅନୁଷ୍ଠିତ

Baleshwar M, Balasore | Sep 10, 2025
ମହାନ ସ୍ୱାଧୀନତା ସଂଗ୍ରାମୀ ଅନନ୍ୟ ବିପ୍ଳବୀ ଶହୀଦ ବାଘାଯତୀନଙ୍କ ବଳିଦାନ ଦିବସ ଅବସରରେ ଦେଶୁଆଁ ପୋଖରୀ, ଚଷାଖଣ୍ଡ ଠାରେ ଶହୀଦ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ୧୧୦ ତମ ସ୍ମୃତି ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦର ବିଧାୟକ, ଅତିରିକ୍ତ ଜିଲ୍ଲାପାଳ,ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ମାତୃଭୂମିର ସୁରକ୍ଷା ପାଇଁ ଶହିଦ୍ ବାଘାଯତୀନ ଙ୍କ ସମର୍ପଣ ଭାବ ଏବଂ ତ୍ୟାଗ ସମ୍ପର୍କ ରେ ଅଭିଭାଷଣ ରଖିଥିଲେ।ଏହି କାର୍ଯ୍ୟକ୍ରମ କୁ ବୁଧବାର ଦିନ ୩ଘଟିକାରେ ସମାପନ କରାଯାଇଥିଲା।
Read More News
T & CPrivacy PolicyContact Us