This browser does not support the video element.
ଦେବଗଡ: ଦୁଧିଆନାଳୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନିଷ୍ଠା - ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ଶିକ୍ଷକ ତାଲିମ ଶିବିର
Debagarh, Debagarh (Deogarh) | Sep 6, 2025
ତିଳେଇବଣି ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିଷ୍ଠା - ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କିତ ପଞ୍ଚଦିବସୀୟ ତାଲିମ ଶିବିର ଦୁଧିଆନଳୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସନ୍ଧ୍ୟା ୫ ଟାରେ ଉଦଯାପିତ ହୋଇଯାଇଛି । ଦୁଧିଆନାଳି ସି.ଆର.ସି.ସି. ଅଜୟ କୁମାର ସାହୁଙ୍କ ସଂଯୋଜନାରେ ଉଦଘାଟନୀ କାର୍ୟ୍ୟକ୍ରମରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତରଣୀ କୁମାର ପ୍ରଧାନ ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ।