This browser does not support the video element.
ତରାଶିଙ୍ଗୀ: ଦର୍ପଙ୍ଗିଆ ଗ୍ରାମରେ ବିଦ୍ୟୁତ ଆଘାତରେ ୫ ଛେଳି ମୃତ
Tarasingi, Ganjam | Oct 20, 2024
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଦଦରଲୁଣ୍ଡା ପଞ୍ଚାୟତର ଦର୍ପଙ୍ଗିଆ ଗ୍ରାମରେ ରବିବାର ବିଦ୍ୟୁତ ଆଘାତରେ ୫ ଟି ଛେଳିଙ୍କ ମୃତ୍ୟୁ ଘଟିଛି।ମୃତ ଛେଳି ଗୁଡିକ ସେହି ଗ୍ରାମର ଉଦୟନାଥ ପ୍ରଧାନଙ୍କ ବୋଲି ଜଣାପଡିଛି।ଆଜି ଦିନ ୪ଟା ସମୟରେ ଉଦୟ ଛେଳି ଗୁଡିକୁ ଚରାଇବା ପାଇଁ ନେଉଥିବା ସମୟରେ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ଛିଡି ତଳେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।ଫଳରେ ଘଟଣାସ୍ଥଳରେ ହିଁ ୫ ଟି ଛେଳିଙ୍କ ମୃତ୍ୟୁ ଘଟିଥିଲା।ବ୍ଲକ ପ୍ରାଣୀ ଚିକିତ୍ସକ ଡା.ନିଶିକାନ୍ତ ବଳ ମୃତ ଛେଳି ଗୁଡିକର ବ୍ୟବଚ୍ଛେଦ କରିଛନ