Download Now Banner

This browser does not support the video element.

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକରେ ଜିଲ୍ଲାପାଳଙ୍କ ପରିଦର୍ଶନ,ଅଙ୍ଗନୱାଡ଼ି କେନ୍ଦ୍ର ପିଲାଙ୍କ ଠୁ ଶୁଣିଲେ ଗୀତ,ପାଠପଢା ପାଇଁ ହାଇସ୍କୁଲ ପିଲାଙ୍କୁ ଦେଲେ ପରାମର୍ଶ

Pottangi, Koraput | Sep 2, 2025
କୋରାପୁଟ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେବା ପରେ ନନ୍ଦପୁର ବ୍ଲକ୍ ରେ ପ୍ରଥମ ଥର ପରିଦର୍ଶନ କରି ଫେରିଛନ୍ତି ଜିଲ୍ଲାପାଳ l ପ୍ରଥମେ ନନ୍ଦପୁର ବ୍ଲକ୍ ଅଧିନସ୍ଥ ହିକିମ ପଞ୍ଚାୟତ ର ଲୁଜିଂ ଅଙ୍ଗନ ୱାଡ଼ି କେନ୍ଦ୍ର ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ କୁନି କୁନି ପିଲା ଙ୍କ ଗହଣ ଶୁଣିଲେ ଗୀତ l ପରେ ନିଜେ ଆଣିଥିବା ଚକ୍ ଲେଟ ପିଲା ଙ୍କୁ ଦେଇ ଥିଲେ lସରକାରୀ ଉଚ୍ଚ ବିଦ୍ୟାଳୟ ପହଞ୍ଚି ପିଲାଙ୍କ ପାଠ ପଡ଼ା ଉପରେ ଆଲୋଚନା କରିଥିଲେ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରି ଭଲ ରିଜଲ୍ଟ କରିବାକୁ ପରାମର୍ଶ ଦେଇ ବିଦ୍ୟାଳୟ ର ସ୍ଥିତି ଓ ଭିତ୍ତି ଭୂମି ସମୀକ୍ଷା କରିଥିଲେ।
Read More News
T & CPrivacy PolicyContact Us