This browser does not support the video element.
ସୋନପୁର: ସହରର ବ୍ଲକ ଛକ ଖୁବ୍ ଶିଘ୍ର ତାର ରୁପରେଖ ପରିବର୍ତ୍ତନ ହେବା ପୂର୍ତ୍ତି ବିଭାଗ ପକ୍ଷରୁ ଆଜି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ।
Sonapur, Subarnapur (Sonepur) | Sep 2, 2025
ସହରର ବ୍ଲକ ଛକ ଖୁବ୍ ଶିଘ୍ର ତାର ରୁପରେଖ ପରିବର୍ତ୍ତନ ହେବା ପୂର୍ତ୍ତି ବିଭାଗ ପକ୍ଷରୁ ଆଜି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ। ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୭ଟାରୁ ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଡିଙ୍ଗ ଇଂଜିନିୟର,ଏସଡିଓ,ଜେଇଙ୍କ ଉପସ୍ଥିତରେ ଆଜି ମାପ ଯୁଖ ଆରମ୍ଭ ହୋଇଛି।ତେବେ ଭୁବନେଶ୍ୱର ମାଷ୍ଟର ଟେଣ୍ଡିନ ଛକ ଭଳିଆ ଖୁବ ସୁନ୍ଦର ଭାବରେ ଏହା ନିର୍ମାଣ ହେବ ବୋଲି ସୂଚନା ମିଳିଛି।ତେବେ ଜିଲ୍ଲା ବାସିଙ୍କ ବହୁ ପ୍ରତିକ୍ଷାର ଶିଘ୍ର ଅନ୍ତ ହେବ ବୋଲି ଜିଲ୍ଲା ବାସିନ୍ଦା ବୁଆ ଆସାବାଦି ଅଛନ୍ତି।