Download Now Banner

This browser does not support the video element.

କେନ୍ଦ୍ରାପଡା: ଗୋବିନ୍ଦପୁର ପୋଲ ତଳେ ଛୁଟୁଛି ତୃତୀୟ ବନ୍ୟାପାଣିର ସୁଅ

Kendrapara, Kendrapara | Aug 28, 2025
କେନ୍ଦ୍ରାପଡ଼ା ଜିଲ୍ଲାର ଗୋବିନ୍ଦପୁର ପୋଲ ତଳେ ବର୍ତ୍ତମାନ ବା ୪ ଟା ସମୟରେ ବନ୍ୟାପାଣିର ସୁଅ ଜୋର୍ ବେଗରେ ଛୁଟି ଚାଲିଛି ।ଏହି ବନ୍ୟାପାଣି ପୋଲର ଉପର ଭାଗକୁ ଏପର୍ଯ୍ୟନ୍ତ ଛୁଇଁ ନାହିଁ ,ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।ତୃତୀୟ ଥର ପାଇଁ ଆସିଥିବା ଏହି ବନ୍ୟାଜଳରେ ଆସପାସର ଗ୍ରାମଗୁଡ଼ିକୁ ମଧ୍ୟ ପାଣି ଘେରିଧରିଛି । ଯାତାୟାତ ବ୍ୟବସ୍ଥା ଅସୁବିଧାଜନକ ହୋଇପଡ଼ିଛି
Read More News
T & CPrivacy PolicyContact Us